ମୋବାଇଲ ଫୋନ ରେ ଓଡ଼ିଆ ଇନପୁଟ
ବଜାର ରେ ମିଳୁଥିବା କୌଣସି ମୋବାଇଲ ଫୋନ ରେ ଓଡ଼ିଆରେ ଏସ.ଏମ.ଏସ. କିମ୍ବା ଈମେଲ କରିବାର ସୁବିଧା ଦେଖିବାକୁ ମିଳେ ନାହିଁ. କିନ୍ତି ହିନ୍ଦୀ, ବଂଗଳା, ତେଲଗୁ, ତାମିଲ, ଗୁଜରାତୀ... ଇତି... ଆଦି.. ରେ ଏସ.ଏମ.ଏସ. ଏବଂ ଈ. ମେଲ କରିବାର ସୁବିଧା ଦେଖିବାକୁ ମିଳେ.
କେବଲ ନବୀନତମ I-phone ରେ ଓଡ଼ିଆ ସୁବିଧା ଦେଖିବାକୁ ମିଳେ. ଏଥିପାଇଁ ସମସ୍ତ ଓଡ଼ିଆ ଭାଷୀ ମାନଙ୍କୁ ଆନ୍ଦୋଳନ କରିବା ଉଚିତ. ମୋବାଇଲ ଫୋନ କିଣିବା ପୂର୍ବରୁ ସମସ୍ତେ ଦୋକାନୀ କୁ ମାଗିବା ଉଚିତ ଯେ ଓଡ଼ିଆରେ ଏସ.ଏମ.ଏସ. ଏବଂ ଯୁନିକୋଡର ସୁବିଧା ଥିବା ମୋବାଇଲ ଦେଖାନ୍ତୁ.

No comments:
Post a Comment